ନୟାଗଡ଼ ଜେଲରୁ ବିଚାରାଧୀନ କଏଦୀ ଫେରାର

ନୟାଗଡ଼(କେନ୍ୟୁଜ୍): ନୟାଗଡ଼ ଜେଲରୁ ବିଚାରାଧୀନ କଏଦୀ ଫେରାର । ଫେରାର କଏଦି ଜଣକ ନୟାଗଡ ଟାଉନ ଥାନା ଲେଖନପୁରର ହିଂମାଶୁ ନାୟକ । ଡକାୟତ ମାମଲାରେ ଗତ ୩୧ ତାରିଖରେ ସେ ଗିରଫ ହୋଇଥିଲେ । ଏନେଇ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇ ସିସିଟିଭି ଯାଞ୍ଚ ଚାଲିଥିବା ନୟାଗଡ ଏସ୍‌ପି କହିଛନ୍ତି ।