ପାତରଅନ୍ତର ଅଭିଯୋଗ ଆଣି ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ବିରୋଧ, ବିରୋଧ କଲା ବଲାଙ୍ଗିର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି
ବଲାଙ୍ଗିରରେ ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ବିରୋଧ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସଂଗୀତାଙ୍କୁ ବିରୋଧ କରିଛି ବଲାଙ୍ଗିର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି।
ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ କିଛି ସ୍ଥାନୀୟ ବାସିନ୍ଦା ଦିଲ୍ଲୀ ଯାଇଥିବା ବେଳେ କିଛି ଲୋକଙ୍କୁ ବିରୋଧ କରି ସାଂସଦ ପାତରଅନ୍ତର କରିଥିବା ଅଭିଯୋଗ ଆଣିଛନ୍ତି। ଏଥିପାଇଁ ଆଜି ବିରୋଧ କରାଯାଇଛି। ସେପଟେ ସାଂସଦ ସଙ୍ଗୀତା ସିଂହଦେଓ କହିଛନ୍ତି ବଲାଙ୍ଗିରରେ ସୁରକ୍ଷା ନାହିଁ।