ମାହାଙ୍ଗା ଥାନା ଅଞ୍ଚଳରେ ଚାଲିଛି ଅବାଧ ଚୋରା ମଦ ବିକ୍ରି

ମାହାଙ୍ଗା(କେନ୍ୟୁଜ୍): କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଚାଲିଛି ଅବାଧ ଚୋରା ମଦ ବିକ୍ରି । ଏହି ମଦ ପିଇ ପୁଣି ଜଣେ ବ୍ୟକ୍ତି ଗୁରୁତର ହୋଇ ମାହାଙ୍ଗା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଚୋରା ମଦ ବିକ୍ରିକୁ ବିରୋଧ କରି ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି ଶତାଧିକ ମହିଳା । ମଦ ବିକ୍ରି ବନ୍ଦ ନହେଲେ ଥାନାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଆନନ୍ଦପୁର ଖଣ୍ଡହତା ଗ୍ରାମବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.