ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ଟୋଲ୍ ଗେଟଠାରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ

ପିପିଲି: ମୋଦି ସରକାରଙ୍କ ଶ୍ରମିକ କୃଷକ ଓ ଜନ ବିରୋଧୀ ନୀତି ବିରୋଧରେ ଦେଶ ବ୍ୟାପୀ ବିଭିନ୍ନ ଟୋଲ ପ୍ଲାଜାଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବାବେଳେ, ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ଟୋଲଗେଟ ଠାରେ ମଧ୍ଯ ଏହି ବିକ୍ଷୋଭ କରାଯାଇଥିଲା ।

ବିଭିନ୍ନ କୃଷକ ସଂଗଠନ ଏବଂ ରାଜନୈତିକ ଦଳର କର୍ମକର୍ତାମାନେ ଏଠାକୁ ଏକ ଶୋଭାଯାତ୍ରାରେ ଆସି ପିକେଟିଙ୍ଗ କରିବା ସହିତ ବିକ୍ଷୋଭ କରିଛନ୍ତି । ଏହାସହିତ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.