Categories: ରାଜ୍ୟ

ସାଇକୋ କିଲର ନାରାୟଣ ସାହୁ କିଏ ? ସାମ୍ନାକୁ ଆସିଲା ଫଟୋ

କଟକ(କେନ୍ୟୁଜ୍): କଟକର ସାଇକୋ କିଲର ନାରାୟଣ ସାହୁ କିଏ ? ନାରାୟଣ ସାହୁର ଏକ ଫଟୋ ସାମ୍ନାକୁ ଆସିଛି । ସିସିଟିଭି ଫୁଟେଜକୁ ଆଧାର କରି ଗତକାଲି ନାୟାଗଡ଼ରୁ ନାରାୟଣକୁ ଗିରଫ କରିଛି ପୋଲିସ । ନାରାୟଣଙ୍କୁ ଅଟକ ରଖି ଏବେ ପୋଲିସ ପଚରା ଉଚରା କରୁଛି । ନୟାଗଡ଼ର ନାରାୟଣ ୫ ବର୍ଷରୁ ଅଧିକ ସମୟ ଧରି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ କୁମ୍ପାପଡ଼ା ଗାଁରେ ବ୍ୟବସାୟ କରୁଥିଲା । ପ୍ରଥମେ ସେ ଭଡ଼ା ଘରେ ରହି ଚୁଡି ବ୍ୟବସାୟ କରିଥିଲା । ବ୍ୟବସାୟରେ ଉନ୍ନତି ହେବାରୁ ରୁପା ବ୍ୟବସାୟ ଆରମ୍ଭ କରିଥିଲା । ଏହା ସହ ନିଜେ ଏକ ଘର କରିଥିଲା । ପରବର୍ତ୍ତୀ ସମୟରେ ବ୍ୟବସାୟରେ କ୍ଷତି ହେବାରୁ ଧାରକରଜ କରି ଦେବାଳିଆ ହୋଇଯାଇଥିଲା । ଏହା ପରେ ମାନସିକ ଭାରସାମ୍ୟ ହରାଇଥିଲା । ତାର ଗୋଟିଏ ଝିଅ, ଗୋଟିଏ ପୁଅ ଓ ପତ୍ନୀ ଘର ଛାଡି ନୟାଗଡ଼ ଓଡଗାଁ ମହିପୁର ଗାଁକୁ ଚାଲି ଯାଇଥିଲେ । କିନ୍ତୁ ନାରାୟଣ କୌଣସି ହତ୍ୟା କରିଥିବା ନେଇ ବେଲଗୁଣ୍ଠା ଥାନାରେ ଅଭିଯୋଗ ନଥିବା ଫାଣ୍ଡି ଅଧିକାରୀ କହିଛନ୍ତି ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

18 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

37 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

45 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago