ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଘଟଣା : ଯୁବ ବିଜେଡିର ପୂର୍ବତନ ସମ୍ପାଦକ ଗିରଫ

ପୁରୀ (କେନ୍ଯୁଜ୍) : ବନ୍ଦ ବେଳେ ହିଂସାକାଣ୍ଡ ଘଟଣାରେ ଯୁବ ବିଜେଡିର ପୂର୍ବତନ ସମ୍ପାଦକ ବିଶ୍ୱଜିତ୍‌ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ। ବିଶ୍ୱଜିତ୍‌ଙ୍କୁ ମିଶାଇ ହିଂସାକାଣ୍ଡ ଘଟଣାରେ ୧୦୯ ଜଣଙ୍କୁ ଗିରଫ କରିସାରିଲାଣି ପୋଲିସ। ଗତ ତିନି ତାରିଖ ଦିନ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଥିଲା। ସେ ସମୟରେ ଦେଖିବାକୁ ମିଳିଥିଲା ହିଂସା।

You might also like