ଅଗଷ୍ଟରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ଭୁବନେଶ୍ୱର : ଅଗଷ୍ଟରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ତୃଣମୂଳ ସ୍ତରରୁ ଛାମୁଆ ନେତାଙ୍କୁ ଭେଟିବେ ରାହୁଲ। ଦଳର ସାଂଗଠନିକ ସ୍ଥିତି ନେଇ ସମୀକ୍ଷା କରିବେ। ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ନବଗଠିତ ପିସିସି ସଭାପତି ସମନ୍ଵୟ କମିଟି ବୈଠକରେ ଏନେଇ ସୂଚନା ଦିଆଯାଇଛି। ଏହି ବୈଠକରେ ଦଳୀୟ ସଂଗଠନ ପ୍ରସଙ୍ଗରେ ଆଲୋଚନା ହୋଇଛି। ୨୦୧୯ ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତି ହୋଇଛି। ଏହା ସହ କଂଗ୍ରେସ ୭୫% ଲୋକସଭା ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଛି।

Leave A Reply

Your email address will not be published.