STF ଓ ଜଙ୍ଗଲ ବିଭାଗର ମିଳିତ ଚଢ଼ାଉ : ବାଘ ଛାଲ ଜବତ, ଜଣେ ଗିରଫ

କନ୍ଧମାଳ (କେନ୍ୟୁଜ): STF ଓ ଜଙ୍ଗଲ ବିଭାଗର ମିଳିତ ଚଢ଼ାଉ । ଡିଲ ବେଳେ ମାଡ଼ି ବସିଲା STF । ବାଘଛାଲ ଜବତ ହୋଇଛି । ଦାରଙ୍ଗବାଡ଼ି ଅଞ୍ଚଳର ବିପିନ ନାୟକ ଗିରଫ । ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି, ସେନେଇ ଖୋଳତାଡ଼ ଚାଲିଛି । ବର୍ତ୍ତମାନ ସୁଦ୍ଧା ୨୭ଟି କଲରାପତରିଆ ବାଘ ଛାତ ଜବତ ହୋଇଛି। ୧୫ଟି ହାତୀ ଦାନ୍ତ, ୧୨ଟି ବଜ୍ରକାପ୍ତା ଜବତ ହୋଇଛି। ବେଆଇନ ବନ୍ୟଜନ୍ତୁ କାରବାରରେ ୬୪ଜଣଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.