ଗରିବ, ଭିକ୍ଷୁକ ଓ ଭିନ୍ନକ୍ଷମଙ୍କ ପାଇଁ ସାହାର ପାଲଟିଛନ୍ତି ରେଳ ବିଭାଗର କର୍ମଚାରୀ

ଖୋର୍ଦ୍ଧା : ଜଟଣୀ ଖୋର୍ଦ୍ଧା ରୋଡ ରେଳ ଡିଭିଜନର କର୍ମଚାରୀ ମାନେ ଗରିବ,ଭିକ୍ଷୁକ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସାହାର ପାଲଟିଛନ୍ତି ।ବଢାଇଛନ୍ତି ସହାୟତାର ହାତ।  ମାସ ମାସ ଧରି ସେମାନଙ୍କୁ ଯୋଗାଉଛନ୍ତି ଖାଇବା।

KHORDHA-2

ଜଟଣୀ ସହରର ୧୦୦ ରୁ ଉର୍ଦ୍ଧ୍ୱ ଗରିବ,ମାନସିକ ବିକାରଗ୍ରସ୍ଥ ,ଭିନ୍ନକ୍ଷମ ମାନଙ୍କୁ ଖାଦ୍ୟ ରାନ୍ଧି ନିଜେ ପରଷୁଛନ୍ତି । ମାନବ ସେବା ହିଁ ମାଧବ ସେବା । ଯାହାକୁ ସେମାନେ ନିଜର ଧର୍ମ ବୋଲି ଭାବି ସ୍ବହୃଦୟରେ  ନିଜକୁ ଉତ୍ସର୍ଗୀକୃତ କରିଛନ୍ତି ।

Leave A Reply

Your email address will not be published.