କୋଭିଡ୍ ସଂକ୍ରମଣ ରୋକିବାକୁ ବିଏମ୍ସିର କଡ଼ା ଆଭିମୁଖ୍ୟ, ୪ ନମ୍ବର ମାଛ ମାର୍କେଟ ଓ ୧ ନମ୍ବର ପରିବା ହାଟର ବଦଳିଲା ଠିକଣା

ଭୁବନେଶ୍ୱର (କେନ୍ଯୁଜ୍): ଭୁବନେଶ୍ୱରରେ କୋଭିଡ୍ ସଂକ୍ରମଣରେ ବ୍ରେକ୍ ଦେବାକୁ ବିଏମ୍ସି ନେଇଛି କଡ଼ା ଆଭିମୁଖ୍ୟ । ଅଧିକ ଜନଗହଳି ସ୍ଥାନରେ ଭିଡ଼ କମାଇବାକୁ ହାଟ ଓ ବଜାରକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛି ବିଏମ୍ସି ।
୪ ନମ୍ବର ମାଛ ମାର୍କେଟ ଓ ୧ ନମ୍ବର ପରିବା ହାଟର ଠିକଣା ବଦଳିଛି । ଶୁକ୍ରବାର ସମ୍ପୂର୍ଣ୍ଣ ବନ୍ଦ ରହିବ ଉଭୟ ହାଟ । ନିୟମରେ ଖିଲାପ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।