ଲଜ୍ଜା ! ଦିବ୍ୟାଙ୍ଗ ବାପାଙ୍କ ଆଗରେ ଝିଅକୁ ଦୁଷ୍କର୍ମ

rape

କନ୍ଧମାଳ: ବାପାଙ୍କ ସହ ରାସ୍ତାରେ ଫେରିବାବେଳେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ବାଲିଗୁଡ଼ା ପର୍ତ୍ତମାହାରୁ ଜଙ୍ଗଲରେ ଘଟିଛି ଏହି ଅଘଟଣ। ବାପା, ଝିଅ ଦୁଇ ଜଣ ଦାରିଙ୍ଗବାଡ଼ିକୁ ଜାତିଗତ ପ୍ରମାଣପତ୍ର ପାଇଁ ଯାଇଥିଲେ। ବାଟରେ ଫେରୁଥିବାବେଳେ ଦୁଇ ଜଣ ନାବାଳକ ଦୁଷ୍କର୍ମ କରିଥିବା ଦାରିଙ୍ଗବାଡି ଥାନାରେ ପରିବାରଲୋକେ ଏତଲା ଦେଇଛନ୍ତି।

thanaଗଣଦୁଷ୍କର୍ମରେ ୨ ନାବାଳକଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିବା ପରେ ଗାଁଲୋକେ ସେମାନଙ୍କୁ ଧରି ନିସ୍ତୁକ ମାଡ ମାରିଥିଲେ। ଜଣେ ବାଳକ ଫେରାର ହୋଇଯାଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛି। ଗୁରୁତର ନାବାଳକକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.