ରାଜ୍ୟ

ରାଫେଲ୍ ଫାଇଟର୍ ଜେଟ୍ ଉଡ଼ାଇବାରେ ପ୍ରଥମ ଓଡ଼ିଆଏୟାର ମାର୍ଶାଲ ଡି.କେ ପଟ୍ଟନାୟକ

(କେନ୍ୟୁଜ): ରାଫେଲ ଉଡ଼ାଇଲେ ଓଡ଼ିଆ । ପ୍ରଥମ ଓଡ଼ିଆ ଭାବେ ଏୟାର ମାର୍ଶାଲ ଡି.କେ ପଟ୍ଟନାୟକ ଉଡ଼ାଇଲେ ରାଫେଲ୍‌ ଫାଇଟର୍‌ ଜେଟ୍‌ । ପଶ୍ଚିମବଙ୍ଗର ହାସିମାରା ଏୟାରବେସ୍‌ରୁ ରାଫେଲ୍‌ ଫାଇଟର୍‌ ଜେଟ୍‌ ଉଡ଼ାଇଛନ୍ତି । ଇଷ୍ଟର୍ଣ୍ଣ ଏୟାର କମାଣ୍ଡ ମୁଖ୍ୟ ଅଛନ୍ତି ଏୟାର ମାର୍ଶାଲ ଡି.କେ ପଟ୍ଟନାୟକ । ଚୀନ୍‌କୁ ଜବାବ ଦେବାକୁ ରାଫେଲ ହେଉଛି ମୁଖ୍ୟ ଅସ୍ତ୍ର । ଶତ୍ରୁ ରାଷ୍ଟ୍ରକୁ ମୁହଁତୋଡ଼ ଜବାବ ଦେବାକୁ ଭାରତର ପୂର୍ବ କ୍ଷେତ୍ରରେ ଏକାଠି ହେଲେ ସେନାର ୪ ପ୍ରମୁଖ କମାଣ୍ଡ । ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡ, ଇଷ୍ଟର୍ଣ୍ଣ ନାଭି, ଇଷ୍ଟର୍ଣ୍ଣ ଏୟାର ଫୋର୍ସ ଏବଂ ପୋର୍ଟ ବ୍ଲାୟାର ଟ୍ରାଇ କମାଣ୍ଡ ମୁଖ୍ୟ ଏକାଠି ହୋଇଛନ୍ତି ।

ଅରୁଣାଚଳ ପ୍ରଦେଶରୁ ଭାରତ ମହାସାଗର ପର୍ଯ୍ୟନ୍ତ ଚୀନ୍‌କୁ ଜବାବ ଦେବାକୁ ପ୍ରସ୍ତୁତିକୁ ଆହୁରି ମଜଭୁତ କରିବାକୁ ଭାରତୀୟ ପ୍ରତିରକ୍ଷା ବାହିନୀର ୪ ଜଣ ଅପରେସନ୍‌ କମାଣ୍ଡ ଏକତ୍ରିତ ହୋଇ ଆଲୋଚନା କରିଥିଲେ । ଲେଫ୍ଟନାଣ୍ଟ ଜେନେରାଲ୍‌ ଆରପି କାଲିଟା, ଭାଇସ ଆଡମିରାଲ ବି. ଦାସଗୁପ୍ତା, ଏୟାର ମାର୍ଶଲ ଡି.କେ ପଟ୍ଟନାୟକ ଏବଂ ଲେଫ୍ଟନାଣ୍ଟ ଜେନେରାଲ ଅଜାଇ ସିଂ ସିଂଲଙ୍ଗରେ ସାକ୍ଷାତ କରି ସମସ୍ତ ବାଧାବିଘ୍ନକୁ ଦୂର କରିବାର ଉପାୟ ବିଷୟରେ ଆଲୋଚନା କରିଥିଲେ ।

Barsha

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

6 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

9 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

9 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

9 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

9 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

10 hours ago