ଶିମିଳିପାଳରେ ଦେଖିବାକୁ ମିଳିଲା ବିରଳ ପ୍ରଜାତିର ମହାବଳ ବାଘ, ଗଛକୁ ରାମ୍ପୁଡୁ ଥିବାର ଭିଡିଓ ଭାଇରାଲ
ବାରିପଦା(କେନ୍ୟୁଜ୍): ବିରଳ ପ୍ରଜାତିର ମହାବଳ ବାଘ ଠାବ । ଶିମିଳିପାଳରେ ଦେଖିବାକୁ ମିଳିଛି କଳା ବିରଳ ପ୍ରଜାତିର ବାଘ। ମହାବଳ ବାଘଟି ଏକ ଗଛକୁ ରାମ୍ପୁଡି ଥିବାର ଭିଡିଓ ସାମ୍ନାକୁ ଆସିଛି।
Tigers are symbol of sustainability of India’s forests…
Sharing an interesting clip of a rare melanistic tiger marking its territory on international Tigers day.
From a Tiger Reserve poised for recovery of an isolated source population with a very unique gene pool. Kudos🙏🙏 pic.twitter.com/FiCIuO8Qj4— Susanta Nanda IFS (@susantananda3) July 29, 2022
IFS ଅଫିସର ସୁଶାନ୍ତ ନନ୍ଦ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ବିରଳ କଳା ମହାବାଳ ବାଘ ପାଇଁ ଶିମିଳିପାଳ ଏବେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।