ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ପୂର୍ବତନ ଭିଏଲଡବ୍ଲୁ, ୨ ବର୍ଷର ସଶ୍ରମ କାରାଦଣ୍ଡାଦେଶ

ବଲାଙ୍ଗୀର : ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ପୂର୍ବତନ ଭିଏଲଡବ୍ଲୁ । ବଲାଙ୍ଗୀର ଦେଓଗାଁ ବ୍ଲକ ପୂର୍ବତନ ଭିଏଲଡବ୍ଲୁ ବିହାରୀଲାଲ ବାରିକ । ୨ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ। ନିର୍ଦ୍ଦେଶ ଦେଲେ ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ।ବିଭିନ୍ନ ସରକାରୀ ଯୋଜନାର ଚାଉଳ ହଡ଼ପ କରିଥିବା ଅଭିଯୋଗ ଥିଲା ।  ଏବେ ବିହାରୀଲାଲ ବାରିକଙ୍କ ପେନସନ ବନ୍ଦ ପାଇଁ ଲେଖିବ ଭିଜିଲାନ୍ସ।