ଆରଆଇଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ତହସିଲ ଅଫିସର ଜଣେ କିରାଣିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନିଶ୍ଚିନ୍ତକୋଇଲି ତହସିଲରେ । ତହସିଲ ଅଫିସ ଉପର ମହଲାରୁ ଜଣେ କାର୍ଯ୍ୟରତ ଆରଆଇଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି।

ସାଲେପୁର(କେନ୍ୟୁଜ) : ତହସିଲ ଅଫିସର ଜଣେ କିରାଣିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନିଶ୍ଚିନ୍ତକୋଇଲି ତହସିଲରେ ।
ତହସିଲ ଅଫିସ ଉପର ମହଲାରୁ ଜଣେ କାର୍ଯ୍ୟରତ ଆରଆଇଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି।

ନିଶ୍ଚିତକୋଇଲି ତହସିଲ ଅଧୀନରେ ଥିବା ତରତ ସେକ୍ସନରେ ଆର ଆଇ ଭାବେ କାର୍ଯକରୁଥିଲେ ସଞ୍ଜୟ ଦାସ । ଆଜି ତହସିଲ ଅଫିସ ଉପର ମହଲାରେ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଛି l କେଉଁ କାରଣରୁ ସେ ଏପରି କରିଛନ୍ତି ତା’ର କାରଣ ଜଣାପଡିନାହିଁ ନିଶ୍ଚିତକୋଇଲି ପୋଲିସ ର ତଦନ୍ତ ଆରମ୍ଭ କରିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.