ଚାଷଜମି ଆଡ଼କୁ ମାଡ଼ି ଆସୁଛି ନଦୀ,ତେଜୁଛି ଖପରାପାଳ ଗାଁ ଲୋକଙ୍କ ଅସନ୍ତୋଷ

ଚାଷଜମି ଆଡକୁ ମାଡି ଆସୁଛି ନଦୀ । ମୟୂରଭଞ୍ଜ ଗୋପବନ୍ଧୁନଗର ବ୍ଲକ ଖପରାପାଳ ଗାଁ ଦେଇ ବୋହି ଆସିଥିବା ଗଙ୍ଗାହାର ନଦୀ ଲୋକଙ୍କ ଚାଷଜମି ଆଡକୁ ମାଡି ଆସିଲାଣି । କିଛି ଜମି ନଦୀ ଗର୍ଭକୁ ମଧ୍ୟ ଚାଲିଗଲାଣି । ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନଦୀ ଆଡିବନ୍ଧରେ ପଥର ପ୍ୟାକିଂ କରାଯାଇଥିଲା। ହେଲେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.