ରାଜ୍ୟ

ରାଉରକେଲାରେ ପାଣ୍ଡିଆନଙ୍କ ରୋଡ୍‌ ସୋ’, ଆଜି ସେକ୍ଟର-୨ରେ ସାଧାରଣସଭାକୁ କରିବେ ସମ୍ବୋଧନ

ରାଉରକେଲା (କେନ୍ୟୁଜ): ରାଉରକେଲାରେ ଭି.କେ ପାଣ୍ଡିଆନ୍ ।  ରାଉରକେଲା ସେକ୍ଟର-୨, କୁଆଁରମୁଣ୍ଡା ଓ ଲହୁଣିପଡ଼ାରେ ଆଜି ସାଧାରଣସଭାକୁ ସମ୍ବୋଧନ କରିବେ ।  ପରେ ସୁନ୍ଦରଗଡ଼ରେ ରହିଛି ପାଣ୍ଡିଆନଙ୍କ ରୋଡ୍ ସୋ । ଗତକାଲି ରାଉରକେଲାରେ ବିଶାଳ ରୋଡ୍ ସୋ’ କରିଥିଲେ ପାଣ୍ଡିଆନ।  ରାଉରକେଲା ବିଶ୍ରା ଛକ ଠାରୁ ରୋଡ଼ ସୋ ଆରମ୍ଭ କରିଥିଲେ।  କାର୍ତ୍ତିକ ପାଣ୍ଡିଆନଙ୍କୁ ରାଉରକେଲାରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିଲେ କର୍ମୀ, ନେତା ଓ ଜନତା । ଡବଲ ଶଂଖରେ ଭୋଟ ଦେଇ ସାରଦା ନାୟକ ଓ ଦୀଲିପ ତିର୍କୀଙ୍କୁ ବିଜୟୀ କରିବାକୁ ନିବେଦନ କରିଥିଲେ ।

ଏହି ଶୋଭାଯାତ୍ରା ବିଶ୍ରା ଛକରୁ ବାହାରି ମଧୁସୂଦନ ଛକ, ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ୍‌, ନାଲାରୋଡ୍‌, ପ୍ଲାଣ୍ଟ୍‌ସାଇଟ୍‌ ଛକ, ଡେଲିମାର୍କେଟ୍‌, ମଙ୍ଗଳଭବନ, କଚେରି ରୋଡ୍‌, ଉଦିତନଗର, ବାସନ୍ତୀକଲୋନି, ଲେବର ଟେନାମେଣ୍ଟ୍‌ ଦେଇ ପାନପୋଷ ଛକରେ ପହଞ୍ଚିଥିଲା ।  ଶ୍ରୀ ପାଣ୍ଡିଆନ ପ୍ରତ୍ୟେକ ଛକରେ ଅଟକି ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ ।  ଏଥିସହିତ ରାଉରକେଲା ସହ ତାଙ୍କର ପୁରୁଣା ସ୍ମୃତିକୁ ମନେ ପକାଇଥିଲେ ।

 

Barsha

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

23 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

33 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

45 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

52 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

53 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago