ଏସ୍ସିବିକୁ ଏମ୍ସ ପ୍ଲସ କରାଯିବା ପାଇଁ କଟକ ସହରରେ ପୁଣି ଆରମ୍ଭ ହେଲା ତାଳଦଣ୍ଡା କେନାଲର ରାସ୍ତା ସମ୍ପ୍ରସାରଣ କାମ
କଟକ: ଏସ୍ସିବିକୁ ଏମ୍ସ ପ୍ଲସ କରାଯିବା ପାଇଁ କଟକ ସହରରେ ପୁଣି ଆରମ୍ଭ ହେଲା ତାଳଦଣ୍ଡା କେନାଲର ରାସ୍ତା ସମ୍ପ୍ରସାରଣ କାମ । ପିଲିଗ୍ରିମ୍ ରୋଡ୍ରେ ଥିବା ବେଆଇନ୍ ଧର୍ମାନୁଷ୍ଠାନ ନିର୍ମାଣକୁ ଆଜି ଭଙ୍ଗାଯାଉଛି ।
ପ୍ରଥମ ପର୍ଯ୍ୟାୟରେ ସରକାରୀ ଜମିରେ ଥିବା ତିନିଟି ମନ୍ଦିରକୁ ଆଜି ଉଚ୍ଛେଦ କରାଯାଉଛି । ପର୍ଯ୍ୟାୟ କ୍ରମେ ଧର୍ମାନୁଷ୍ଠାନ ଉଚ୍ଛେଦ ପରେ ଥଇଥାନ କରି ବସ୍ତି ଉଚ୍ଛେଦ କରାଯିବ ।