ରାଜଧାନୀରେ ଘରେ ପଶି କଳାକନା ବୁଲାଇଲା ଚୋର, ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ

ଭୁବନେଶ୍ୱର(କେନ୍ଯୁଜ୍) : ରାଜଧାନୀରେ ରାତିରେ ଘରେ ପଶି ଚୋରି । ଘରେ କଳାକନା ବୁଲାଇଲା ଚୋର । ଏଭଳି ଘଟଣା ଘଟିଛି ଜିଜିପି କଲୋନୀ ଜଗନ୍ନାଥ ଅଞ୍ଚଳରେ । ଘରେ ରାତିରେ ସମସ୍ତେ ଶୋଇଥିବା ବେଳେ କବାଟ ତାଡି ଟଙ୍କା ଓ ସୁନା ଗହଣା ନେଇ ଚୋର ଫେରାର ।

ଚୋରି କରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.