୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ଗଲେ ରୋଜଭ୍ୟାଲି ଓଡିଶା ହେଡ୍‌

ଭୁବନେଶ୍ବର(କେନ୍ଯୁଜ୍): ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ଗଲେ ରୋଜଭ୍ୟାଲି ଓଡିଶା ହେଡ୍‌ । ପଶ୍ଚିମବଙ୍ଗର ମଇନାରୁ ରୋଜଭ୍ୟାଲି ଓଡିଶା ହେଡ୍‌ ବିକ୍ରମଜିତ୍‌ ଭୌମିକକୁ EOW ଗିରଫ କରିବା ପରେ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା ।

ଜମାକାରୀଙ୍କୁ ଅଧିକ ଲାଭ ଦେବାର ଲୋଭ ଦେଖାଇ ରୋଜଭ୍ୟାଲି ୬ କୋଟି ଟଙ୍କା ଠକିଥିବା ନେଇ EOWରେ ଅଭିଯୋଗ ହୋଇଥିଲା। ୨୦୧୩ରୁ ବିକ୍ରମଜିତ୍‌ ଫେରାର ଥିଲେ ।

Leave A Reply

Your email address will not be published.