କୋରାପୁଟ ମାଛକୁଣ୍ଡ ପୋଲିସ୍ ଦ୍ବାରା ୭ ଲକ୍ଷ ଟଙ୍କାର ଗଂଜେଇ ଜବତ

କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୋଲିସ ଦ୍ବାରା ୭ ଲକ୍ଷ ଟଙ୍କାର ଗଂଜେଇ ଜବତ । ଗଂଜେଇ ଚାଲାଣ କରୁଥୁବା ୱାଗନର କାର ସହ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ବ୍ଯକ୍ତି ଜଣଙ୍କ ଘର ବିହାର ବୋଲି ପୋଲିସ କହିଛି। ୱ୍ବାଗନର କାରରେ ଗଂଜେଇ ଆନ୍ଧ୍ର ସୀମାନ୍ତରୁ ବିହାର ଚାଲାଣ ହେଉଥୁବାବେଳେ
ବଡକିଚକ ଛକ ନିକଟରେ ମାଛକୁଣ୍ଡ ପୋଲିସ ହାତରେ ଧରା ପଡିଥିଲାଛି। ଅନ୍ଯପଟେ ଗିରଫ ହୋଇଥିବା ବ୍ଯକ୍ତିଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.