ଆଜିଠୁ ୧୮ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହେବ ଆରଏସଏସର କାର୍ଯ୍ୟକାରୀ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ୧୮ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହେବ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ । ଏହା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସର୍ବୋଚ୍ଚ ଅଧୀକାରୀଙ୍କ ବାର୍ଷିକ ବୈଠକ । ପ୍ରଥମ ଥର ପାଇଁ ଏହି ବୈଠକ ଓଡିଶାରେ ହେଉଛି । ବୈଠକରେ ସରସଂଘଚାଳକ ଡ. ମୋହନରାଓ ଭାଗବତଜୀ ଏବଂ ସରକାଯ୍ୟର୍ବାହ ଭୈୟାଜୀ ଯୋଶୀଙ୍କ ସମେତ ଅଖିଳ ଭାରତୀୟ କ୍ଷେତ୍ର ଓ ପ୍ରାନ୍ତର ଅଧିକାରୀମାନେ ଉପସ୍ଥିତ ରହିବେ । ବୈଠକରେ ବହୁ ଗୁରୁତ୍ୱପୁର୍ଣ୍ଣ ବିଷୟରେ ଆଲୋଚନା ହେବ । ପାଖାପାଖି ୪ଶହ ପ୍ରତିନିଧି ବୈଠକରେ ଯୋଗ ଦେବେ । ସାଂଗଠନିକ ବିସ୍ତାର ଉପରେ ଗୁରୁତ୍ୱ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.