ସୁଦର୍ଶନଙ୍କୁ ଧନ୍ୟବାଦ ଜଣାଇଲେ ସଚିନ୍‌ ତେନ୍ଦୁଲକର

ପୁରୀ (କେନ୍ୟୁଜ୍‌) : ଗତକାଲି ଥିଲା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ l ଏହି ଅବସରରେ ଏକ ବାଲୁକା କଳା ମାଧ୍ୟମରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l

SACHIN-1

ସୁଦର୍ଶନଙ୍କ ବାଲୁକାକଳା କେବଳ ସଚିନ୍‌ଙ୍କ ପ୍ରଶଂସକଙ୍କୁ ନୁହେଁ ଖୋଦ ସଚିନ୍‌ଙ୍କୁ ମଧ୍ୟ ଅଭିଭୂତ କରିଛି । ସୁଦର୍ଶନଙ୍କ ଶୁଭେଚ୍ଛା ଟ୍ୱିଟର ଉତ୍ତର ଦେଇଛନ୍ତି ସଚିନ l ସୁଦର୍ଶନଙ୍କ ଏହି ବାଲୁକାକଳାର ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ସଚିନ ତେନ୍ଦୁଲକର l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.