କରଞ୍ଜିଆ: ଠାକୁରମୁଣ୍ଡା ବରିଂ ରିଜର୍ଭ ଫରେଷ୍ଟଭ ଜଙ୍ଗଲ ନିକଟରେ ବନ ବିଭାଗର ଚଢଉ, ବିପୁଳ ପରିମାଣର ମୂଲ୍ୟବାନ ଶାଳ କାଠ ଜବତ

କରଞ୍ଜିଆ(କେନ୍ୟୁଜ୍):  ଠାକୁରମୁଣ୍ଡା ବରିଂ ରିଜର୍ଭ ଫରେଷ୍ଟଭ ଜଙ୍ଗଲ ନିକଟରେ ଚଢଉ। ଠାକୁରମୁଣ୍ଡା ରେଞ୍ଜ ଅଫିସର କିଶୋର ପାଣିଗ୍ରାହୀଙ୍କ ନେତ୍‌ତ୍ବରେ ଏହି ଚଢ଼ାଉ କରି ବ୍ୟାପକ ପରିମାଣର ମୂଲ୍ୟବାନ ଶାଳ କାଠ ଜବତ ହେଇଛି । ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରୁ ବନବିଭାଗ କର୍ମଚାରୀଙ୍କୁ ଦେଖି କାଠ ମାଫିଆମାନେ ଚମ୍ପଟ ମରିଥିଲେ ।

ଏହି  ଘଟଣକୁ ଠାକୁରମୁଣ୍ଡା ରେଞ୍ଜ ଅଫିସ କିଶୋର ପାଣିଗ୍ରାହୀ ଗୁରୁତ୍ୱ ସହିତ ତଦନ୍ତ କରିବା ସହିତ ଆଗାମୀ ଦିନରେ ଆହୁରୀ ପେଟ୍ରୋଲିଂ କଡାକଡ଼ି କରାଯିବ ବୋଲି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.