ଭାଇଜାନଙ୍କ ପାଇଁ ବିମାନବନ୍ଦରରେ ଜମିଲା ଫ୍ୟାନ୍ସଙ୍କ ଭିଡ଼

ଭୁବନେଶ୍ବର (କେନ୍ୟୁଜ୍) : ଆଜି କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ଦ୍ୱିତୀୟ ଉଦଘାଟନୀ ଉତ୍ସବ । ଏନେଇ ଭାଇଜାନଙ୍କ ଅପେକ୍ଷାରେ ଭୁବନେଶ୍ବର ବିମାନବନ୍ଦରରେ ତାଙ୍କ ଫ୍ୟାନଙ୍କ ଭିଡ଼ ଜମିଛି।

ସୂଚନାନୁଯାୟୀ, ଆଜି ସନ୍ଧ୍ୟାରେ ଉଦଘାଟନ ସମାରୋହରେ ଯୋଗ ଦେବେ ସୁପରଷ୍ଟାର ସଲମାନ ଖାନ୍ । ଏନେଇ ସଲମାନ୍ ନିଜେ ଏକ ଭିଡିଓ ଜରିଆରେ ଜଣାଇବା ସହ ୪ଟା ବେଳେ ସେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବାର ଥିଲା।

airport

ଏହା ସହ ଟୁଇଟ୍ କରି ଖୁସି ବ୍ୟକ୍ତ କରିଛନ୍ତି ଭାଇଜାନ। ତେବେ ବର୍ତ୍ତମାନ ଗାୟକ ଏଆର ରେହେମାନ ତାଙ୍କ ପ୍ରଫୋମାନ୍ସ ପାଇଁ କଟକ ବାରମାଟୀରେ ପହଞ୍ଚିଥିବା ବେଳେ ଅପେକ୍ଷା ରହିଛି ଭାଇଜାନଙ୍କର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.