ଭାରତୀୟ ବକ୍ସର ଲଭଲିନାଙ୍କୁ ବାଲୁକାକଳା ମାଧ୍ୟମରେ ଶୁଭେଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ (କେନ୍ଯୁଜ): ବକ୍ସରଙ୍କୁ ବାଲୁକାକଳା ମାଧ୍ୟମରେ ଶୁଭେଛା । ଭାରତୀୟ ବକ୍ସର ଲଭଲିନାଙ୍କୁ ବାଲୁକାକଳା ମାଧ୍ୟମରେ ଶୁଭେଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଲଭଲିନାଙ୍କୁ ଶୁଭେଛା ଜଣାଇ ସଫଳତା କାମନା କରିଛନ୍ତି ।

ଟୋକିଓ ଅଲିମ୍ପିକ୍‌ସରେ ଭାରତୀୟ ବକ୍ସର ଲଭଲିନା ସେମିଫାଇନାଲରେ ପହଞ୍ଚି ପଦକ ଆଶା ଉଜ୍ଜିବୀତ କରିଛନ୍ତି। ସେ ଫାଇନାଲରେ ପହଞ୍ଚି ଭାରତ ପାଇଁ ଗୋଲ୍‌ଡ ମେଡାଲ ଆଣନ୍ତୁ ବୋଲି ସାରା ଦେଶବାସୀ ଆଶା ରକିଛନ୍ତି।

Leave A Reply

Your email address will not be published.