କଶ୍ମୀର ଫାଇଲ ଚଳଚ୍ଚିତ୍ରକୁ ନେଇ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ(କେନ୍ଯୁଜ୍): କଶ୍ମୀର ଫାଇଲ ଚଳଚ୍ଚିତ୍ରକୁ ନେଇ ପୁରୀ ବେଳାଭୂମିରେ ବାଲୁକା କଳା । ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟାନୟକ । କଶ୍ମୀରରେ କିପରି କଶ୍ମୀର ପଣ୍ଡିତଙ୍କୁ ବିତାଡିତ କରାଯାଇଥିଲା, ତାର ଇତିହାସକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ସେମାନଙ୍କ ଜୀବନକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ଲୋକଙ୍କ ମନକୁ ଛୁଇଁଛି ।

Leave A Reply

Your email address will not be published.