ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ପୁରୀ ବେଳାଭୂମିରେ ବାଲୁକାକଳା, ୨୦୩୫ଟି ଶଙ୍ଖ ଓ ଶାମୁକାର ହୋଇଛି ବ୍ଯବହାର
ପୁରୀ(କେନ୍ଯୁଜ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା। ବାଲୁକଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା ନିର୍ମାଣ କରି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଛା ଜଣାଇଛନ୍ତି।
ଏହି ବାଲୁକାକଳାରେ ୨୦୩୫ଟି ଶଙ୍ଖ ଓ ଶାମୁକା ବ୍ୟବହାର କରାଯାଇଛି। ମୋଦିଙ୍କ ଦୀର୍ଘ ଜୀବନ କାମନା କରି ଶୁଭେଛା ଜଣାଇଛନ୍ତି।