ବିଶ୍ୱ ଡାକ୍ତର ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା

ପୁରୀ(କେନ୍ଯୁଜ୍): ବିଶ୍ୱ ଡାକ୍ତର ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳା। ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ଡାକ୍ତର ସମାଜକୁ ଶୁଭେଛା ଜଣାଇଛନ୍ତି। କରୋନା ମହାମାରୀ ସମୟରେ ଡାକ୍ତରମାନେ ଦିନରାତି ଏକାଠି କରି ମାହାରମାରୀର ମୁକାବିଲା କରୁଛନ୍ତି।

ତେଣୁ ସେମାନଙ୍କୁ ବାଲୁକାକଳା ମାଧ୍ୟମରେ ଶୁଭେଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.