ଆଜି ରସଗୋଲା ଦିବସ: ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ(କେନ୍ୟୁଜ୍):  ଆଜି ମହାପ୍ରଭୁ କରିବେ ନୀଳାଦ୍ରୀ ବିଜେ।  ମହାପ୍ରଭୁ ରସଗୋଲା ଖୁଆଇ ମା ଲଷ୍ମୀଙ୍କ ମାନଭଂଜନ କରିବେ । ଏଥିପାଇଁ ଗତ କିଛି ବର୍ଷ ହେଲା ପାଳନ ହେଉଛି ରସଗୋଲା ଦିବସ। ଏହାକୁ ପ୍ରସଙ୍ଗ କରି ପୁରୀ ବେଳାଭୂମିରେ ବାଲୁକାକଳା। ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକାକଳା ନିର୍ମାଣ କରି ରସଗୋଲା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।  ମହାପ୍ରଭୁଙ୍କ ଏକ ରଙ୍ଗୀନ ପ୍ରତିକୃତି ସହ ପହଣ୍ଡି ସମୟର ଏକ ଚିତ୍ର ସ୍ଥାନିତ ହୋଇଛି ଏହି ବାଲୁକା କଳାରେ ।

niladri bije 233

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.