ଖୁବଶୀଘ୍ର ଦୂରଦର୍ଶନରେ ପ୍ରସାରିତ ହେବ ସାନ୍ତାଳୀ ନ୍ୟୁଜ୍
ଦୂରଦର୍ଶନରେ ସାନ୍ତାଳୀ ନ୍ୟୁଜ୍ । ଖୁବଶୀଘ୍ର ଦୂରଦର୍ଶନରେ ପ୍ରସାରିତ ହେବ ସାନ୍ତାଳି ଖବର । ଆସନ୍ତା ସପ୍ତାହ ସୁଦ୍ଧା ସାନ୍ତାଳୀ ନ୍ୟୁଜ ପଢା ଆରମ୍ଭ ହେବ । ବାଙ୍ଗିରିପୋଷିରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସାନ୍ତାଳୀ ଭାଷାରେ ନ୍ୟୁଜ ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ଥିଲା। କଳିଙ୍ଗ ଟିଭି ଓଡ଼ିଶାର ପ୍ରଥମ ଏକମାତ୍ର ଓଡ଼ିଆ ନ୍ୟୁଜ ଚ୍ୟାନେଲ୍ ଯେଉଁ ଥିରେ ସାନ୍ତାଳୀ ଭାଷାରେ ଖବର ପ୍ରସାରିତ ହୋଇଆସୁଅଛି ।