ବାଲେଶ୍ୱର ସିମୁଳିଆ ଏନକାଉଣ୍ଟର ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସ୍, ଜବତ ହେଲା ୨ଟି ଖୋକା

ବାଲେଶ୍ୱର(କେନ୍ଯୁଜ୍): ବାଲେଶ୍ୱର ସିମୁଳିଆ ଏନକାଉଣ୍ଟର ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସ୍। ହାଇଦରକୁ ଏନକାଉଣ୍ଟର କରାଯାଇଥିବା ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ କରାଯାଇଛି।

ସିମୁଳିଆ ୧୬ ନମ୍ବର ଜାତୀୟ ରାଜପଥ ଠାରୁ ପାଞ୍ଚ ଶହ ମିଟର ଦୂରରୁ ୨ଟି ଖୋକା ଜବତ କରିଛି ସାଇଣ୍ଟିଫିକ୍‌ ଟିମ୍‌। ବାଲେଶ୍ୱର SDPO ଓ ଅତିରିକ୍ତ ଡିସିପି ପ୍ରମୋଦ ରଥ ମଧ୍ୟ ଉପସ୍ଥିତ ଅଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଚାନ୍‌ଭିନ୍‌ ଚଳାଇଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.