କେନ୍ଦୁଝର: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର SDO, ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍‌

କେନ୍ଦୁଝର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର SDO । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ କେନ୍ଦୁଝର ଜିଲ୍ଲା SDO ବିଦ୍ୟୁତ୍‌ ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍‌ସ ଚଢାଉ କରାଯାଇଛି। ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍‌।

କାଶୀପୁର ସ୍ପଞ୍ଜ କଲୋନୀସ୍ଥିତ ବାସଭବନ, ରିମୁଳିସ୍ଥିତ ଶ୍ୱଶୁର ଘର ଓ ଘଟଗାଁ ବ୍ଲକ ସ୍ଥିତ ମୁକୁନ୍ଦପୁର ପାଟଣାରେ ଥିବା ପୈତୃକ ଘରେ ଏକାସଙ୍ଗେ ୫ଟି ସ୍ଥାନରେ ଚଢାଉ କରାଯାଉଛି। ଚଢାଉ ଜାରି ରହିଥିବାରୁ ସଠିକ୍‌ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇପାରିନାହିଁ।

Leave A Reply

Your email address will not be published.