ସିଂହଦ୍ୱାର ଆଗରେ ଧାରଣା ଦେଲେ ସେବାୟତ !

SEBAYATପୁରୀ : ସିଂହଦ୍ୱାର ଆଗରେ ଧାରଣା ଦେଲେ ସେବାୟତ। ସମୂହ ଦୀପ ଦାନ କରିବା ସହ ଧାରଣାରେ ବସିଛନ୍ତି। ସେବାୟତ ସମାଜକୁ ଅସମ୍ମାନିତ କରାଯିବା ସହ ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ନିନ୍ଦିତ କରାଯାଉଥିବା ଅଭିଯୋଗ ହୋଇଛି। ସେବାୟତ ସମ୍ମିଳନୀ ଆହ୍ଵାନରେ ଏହି ଧାରଣା ଦିଆଯାଇଛି। ଶ୍ରୀମନ୍ଦିର ପରିଚାଳନା ଗତ ଅବ୍ୟବସ୍ଥା ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି ପରେ ସେବାୟତ ମାନେ ଧାରଣାରେ ବସିଛନ୍ତି।

Leave A Reply

Your email address will not be published.