ବରିଷ୍ଠ ଫଟୋ ସାମ୍ବାଦିକ ହୃଦୟନାଥ ଦାସଙ୍କ ପରଲୋକ

କଟକ : ବରିଷ୍ଠ ଫଟୋ ସାମ୍ବାଦିକ ହୃଦୟନାଥ ଦାସଙ୍କ ପରଲୋକ । କଟକ ସୂତାହାଟ ସ୍ଥିତ ବାସଭବନରେ ଦେହାନ୍ତ ।  ମୃତ୍ୟୁ ବେଳକୁ ୯୫ ବର୍ଷ ବୟସ ହୋଇଥିଲା ।  ଅନେକ ଅଗ୍ରଣୀ ଦୈନିକ ଖବର କାଗଜରେ ତାଙ୍କର ଫଟ ବାହାରୁଥିଲା । ଦୀର୍ଘ ବର୍ଷ ଧରି ଫଟୋ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ ।