ଅନୁଗୁଳ : ବରିଷ୍ଠ ରାଜସ୍ୱ ସହାୟକ ଲମ୍ବୋଦର ବେହେରା ଚାକିରୀରୁ ବହିଷ୍କୃତ । ଅନୁଗୁଳ ଜିଲ୍ଲାରେ ଅବସ୍ଥାପିତ ଥିଲେ ଲମ୍ବୋଦର । ଭିଜିଲାନ୍ସ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ସହିତ ଜେଲଦଣ୍ଡ ଭୋଗିଛନ୍ତି ଲମ୍ବୋଦର । ଗତ ଜୁଲାଇ ୨୫ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ ଅନଗୁଳ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଛେଣ୍ଡିପଦା ତହସିଲରେ ବରିଷ୍ଠ କିରାଣୀ ଥିବା ବେଳେ ଲାଞ୍ଚ ନେଇ ଧରା ପଡ଼ିଥିଲେ । ୨୦୧୨ ଏପ୍ରିଲ ୨୫ ରେ ହୋଇଥିଲା ଲାଞ୍ଚ କାରବାର ମାମଲା ।
You might also like