ଚିରନିଦ୍ରାରେ ଧାରାବାହିକ ଅଭିନେତା ସୋମଦତ୍ତ ଦାସ

ହାର୍ଟଆଟାକରେ ସେ ଆଖିବୁଜିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ  ତାଙ୍କୁ ୪୮ ବର୍ଷ ହୋଇଥିବା ସୂଚନା ମିଳିଛି। ଅନେକ ଧାରାବାହିକରେ ଅଭିନୟ କରିଛନ୍ତି ସୋମଦତ୍ତ ଦାସ।

କେନ୍ୟୁଜ୍(ବ୍ୟୁରୋ): ଚିରନିଦ୍ରାରେ ଧାରାବାହିକ ଅଭିନେତା ସୋମଦତ୍ତ ଦାସ । ହାର୍ଟଆଟାକରେ ସେ ଆଖିବୁଜିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ  ତାଙ୍କୁ ୪୮ ବର୍ଷ ହୋଇଥିବା ସୂଚନା ମିଳିଛି।

ଅନେକ ଧାରାବାହିକରେ ଅଭିନୟ କରିଛନ୍ତି ସୋମଦତ୍ତ ଦାସ। ସିରିୟଲ ଜଗତରେ ଲିଟୁ ଭାଇ ନାମରେ ସେ ବେଶ ଜଣାଶୁଣା ହୋଇଥିଲେ। ଅନେକ ଓଡ଼ିଆ ସିରିଏଲ୍, ଆଲବମ୍ କରି ଘରେ ଘରେ ପରିଚିତ ସିନ୍ଦୂର ବିନ୍ଦୁ,ଦାମିନି ସିରିଏଲ ଓ ଅଜବ ସଞ୍ଜୁ ର ଗଜବ ଲଭ୍ ସିନେମା କରିଛନ୍ତି।

Leave A Reply

Your email address will not be published.