ଖଣ୍ଡଗିରି ଅଞ୍ଚଳରୁ ସିରିଜ ଲୁଟ୍‌: ୫ଟି ଘରର ଝରକା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ସିରିଜ ଲୁଟ୍‌। ୫ଟି ଘରର ଝରକା ଭାଙ୍ଗି ଲୁଟିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା। ଖଣ୍ଡଗିରି ଥାନା ନୂଆ ଗାଁ ନତାସା ଭ୍ୟାଲିରେ ଲୁଟ୍‌ । ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି। ଆଖପାଖର ସିସିିଟିଭି ଫୁଟେଜ ଯୋଗାଡ଼ କରୁଛି ପୋଲିସ।

Leave A Reply

Your email address will not be published.