ଖୋର୍ଦ୍ଧାରେ ସିରିଜ୍‌ ଲୁଟ୍‌ , ଗୋଟେ ରାତିରେ ସହରର ବିଭିନ୍ନ ଦୋକାନର ସଟର ତାଡି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା(କେନ୍ୟୁଜ୍) : ଖୋର୍ଦ୍ଧାରେ ସିରିଜ୍‌ ଲୁଟ୍‌। ଗୋଟେ ରାତିରେ ସହରର ବିଭିନ୍ନ ଦୋକାନର ସଟର ତାଡି ଲୁଟ୍‌ ହୋଇଛି। ଖୋର୍ଦ୍ଧା ଓ ଏହାର ଆଖପାଖ ଅଞ୍ଚଳ ତରତୁଆ ଓ ଶରଧାପୁର ଅଞ୍ଚଳରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଛନ୍ତି। ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ପ୍ରାୟ ୬ଟି ଦୋକାନରୁ ଲୁଟ୍‌ ହୋଇଛି। ଖୋର୍ଦ୍ଧା ଟାଉନ ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.