ପୁଣି ରାଜଧାନୀ ଭୁବନେଶ୍ବରରେ ସେକ୍ସ ରାକେଟ ଠାବ କଲା ଲିଙ୍ଗରାଜ ଥାନା ପୋଲିସ, ଏଜିଓ ନାଁରେ ଚାଲିଥିଲା ଦେହ ବେପାର

ଏହି ଏନଜିଓଟି ଦୀର୍ଘ ଦିନ ହେବ ଚଳାଇଥିଲା ଦେହ ବେପାର। ଯାହାର ସୂଚନା ପାଇଁ ଆଜି ରେଡ୍ କରିଛି ଲିଙ୍ଗରାଜ ଥାନା ପୋଲିସ। ଓଲଡ୍ ଟାଉନର ନାଗେଶ୍ଵର ଟାଙ୍ଗୀରେ ସାଇ ସେବା ନାଁରେ ଚାଲିଥିଲା ଏହି ସେକ୍ସ ରାକେଟ ।

ଭୁବନେଶ୍ବର(କେନ୍ୟୁଜ୍): ବାହାରେ ଏନଜିଓ, ଭିତରେ ସେକ୍ସ ରାକେଟ। ପୁଣି ରାଜଧାନୀ ଭୁବନେଶ୍ବରରୁ ଏକ ସେକ୍ସ ରାକେଟ ଠାବ କଲା ଲିଙ୍ଗରାଜ ଥାନା ପୋଲିସ। ଏହି ଏନଜିଓଟି ଦୀର୍ଘ ଦିନ ହେବ ଚଳାଇଥିଲା ଦେହ ବେପାର। ଯାହାର ସୂଚନା ପାଇଁ ଆଜି ରେଡ୍ କରିଛି ଲିଙ୍ଗରାଜ ଥାନା ପୋଲିସ। ଓଲଡ୍ ଟାଉନର ନାଗେଶ୍ଵର ଟାଙ୍ଗୀରେ ସାଇ ସେବା ନାଁରେ ଚାଲିଥିଲା ଏହି ସେକ୍ସ ରାକେଟ ।

ଯାହା ଉପରେ ଆଜି ରେଡ କରିଛି   ଲିଙ୍ଗରାଜ  ଥାନା ପୋଲିସ୍। ଏହି ସେକ୍ସ ରାକେଟର  ମାଷ୍ଟର ମାଇଣ୍ଡ ନରେଶ କୁମାର ରଣା ସହିତ ଜଣେ ଦେହଜୀବୀ ଏବଂ ଜଣେ ଗ୍ରାହକଙ୍କ ମଧ୍ୟ  ଗିରଫ କରିଛି ପୋଲିସ।

Leave A Reply

Your email address will not be published.