ଭୁବନେଶ୍ବର ଶାସ୍ତ୍ରୀନଗର ଶ୍ରୀକୃଷ୍ଣା ସ୍ପା ସେଣ୍ଟରରେ ସେକ୍ସ ରାକେଟ୍‌ ଠାବ, ଚଢ଼ାଉ ବେଳେ ଖସିପଳାଇଲେ ଦେହଜୀବୀ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ସେକ୍ସ ର‍୍ୟାକେଟ୍‌ ଠାବ । ଶାସ୍ତ୍ରୀନଗର ଶ୍ରୀକୃଷ୍ଣା ସ୍ପା ସେଣ୍ଟରେ ସେକ୍ସ ରାକେଟ୍‌ ଚାଲୁଥିବା ବେଳେ ସ୍ଥାନୀୟ ଲୋକ ଗ୍ରାହକଙ୍କୁ ଧରିଥିବା ବେଳେ ଦେହଜୀବୀ ଫେରାର ହୋଇଯାଇଛନ୍ତି । ଏହାପରେ ପୋଲିସ ଖବର ପାଇ ସ୍ପା ସେଣ୍ଟର ଉପରେ ଚଢ଼ାଉ କରିଥିଲା । ବିଳମ୍ବରେ ଆସିବା ନେଇ କିଛିସମୟ ପାଇଁ ପୋଲିସ-ସ୍ଥାନୀୟ ଲୋକଙ୍କ ମଧ୍ୟ ଠେଲାପେଲା ହୋଇଥିଲା । ସନ୍ଦେହରେ ଦୁଇ ଯୁବକଙ୍କୁ ପଚରାଉଚରା କରୁଛି ଖାରବେଳ ନଗର ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.