ଢେଙ୍କାନାଳରେ ସେକ୍ସ ରାକେଟ୍‌ ଠାବ, ୩ ଜଣଙ୍କୁ ଅଟକ ରଖିବା ସହ କାର ଜବତ କରିଛି ପୋଲିସ

ରାକେଟ ପଛରେ ଜଣେ ରାଣୀ ମହୁମାଛିର ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି । ଅଟକ ଯୁବତୀ ବାଲେଶ୍ୱରର ହୋଇଥିବା ସୂଚନା । ଏହି ରାକେଟ ପଛରେ ବଡ ହାତ ଥିବା ସନ୍ଦେହ କରୁଛି ପୋଲିସ । ଏ ସମ୍ପର୍କରେ ପଚରା ଉଚରା ସହ ଅଧିକ ତଦନ୍ତ ଚଳାଇଛି ପୋଲିସ ।

ଢେଙ୍କାନାଳ(କେନ୍ୟୁଜ୍): ସେକ୍ସ ରାକେଟ ଠାବ । ଗତକାଲି ରାତିରେ କାଲଟାକ୍ସ ନିକଟରେ ଢେଙ୍କାନାଳ ଟାଉନ ଥାନା ପୋଲିସ ଚଢ଼ାଉ କରି ଦୁଇ ଯୁବତୀଙ୍କ ସମେତ ଜଣେ ବ୍ୟକ୍ତିକୁ ଅଟକ ରଖିଛି ପୋଲିସ । ଅଟକ ବ୍ୟକ୍ତି ଜଣଙ୍କ ଢେଙ୍କାନାଳର ହୋଇଥିବା ବେଳେ ଦୁଇ ବର୍ଷ ପୂର୍ବେ ତାଙ୍କୁ ଏବଂ ତାଙ୍କ ସ୍ତ୍ରୀଙ୍କୁ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ କୋର୍ଟ ଚାଲାଣ କରାଯାଇଥିଲା ।

ରାକେଟ ପଛରେ ଜଣେ ରାଣୀ ମହୁମାଛିର ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି । ଅଟକ ଯୁବତୀ ବାଲେଶ୍ୱରର ହୋଇଥିବା ସୂଚନା । ଏହି ରାକେଟ ପଛରେ ବଡ ହାତ ଥିବା ସନ୍ଦେହ କରୁଛି ପୋଲିସ । ଏ ସମ୍ପର୍କରେ ପଚରା ଉଚରା ସହ ଅଧିକ ତଦନ୍ତ ଚଳାଇଛି ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.