ପିପିଲି ଉପନିର୍ବାଚନ ପାଇଁ ବିଜେଡିର ସଜବାଜ: ବିଧାୟକ ପ୍ରତାପ ଦେବଙ୍କୁ ପର୍ଯ୍ଯବେକ୍ଷକ‌ ଦାୟିତ୍ୱ

ପିପିଲି: ପିପିଲି ଉପନିର୍ବାଚନ ପାଇଁ ବିଜେଡିର ସଜବାଜ । ବିଧାୟକ ପ୍ରତାପ ଦେବଙ୍କୁ ପର୍ଯ୍ଯବେକ୍ଷକ‌ ଦାୟିତ୍ୱ ଦେଇଛି ଦଳ । ପ୍ରତାପ ଦେବଙ୍କ ନେତୃତ୍ୱରେ ବିଜେଡି ଉପନିର୍ବାଚନ ଲଢିବ ।

bjdଖୁବ୍‌ଶୀଘ୍ର ଘୋଷଣା ହେବ ପିପିଲି ଉପନିର୍ବାଚନ ତାରିଖ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ବୁଥ୍‌ ସଂଖ୍ୟା ବୃଦ୍ଧି କରାଯିବା ସହ ପ୍ରତି ବୁଥ୍‌ରେ ୧୦୦୦ ଜଣ ମତଦାନ କରିବେ । ଏ ନେଇ ତିନି ଦିନ ତଳେ ରାଜ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.