କରୋନା କଟକଣା ଭିତରେ ପାଳିତ ହୋଇଛି ବରପାଲିର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା

ବରଗଡ଼ (କେ ନ୍ୟୁଜ):  କରୋନା କଟକଣା ଭିତରେ ପାଳିତ ହୋଇଛି ବରଗଡ଼ ଜିଲ୍ଲା ବରପାଲି ଶୀତଳଷଷ୍ଠୀ ଯାତ୍ରା । ଆଜି ସମ୍ପୂର୍ଣ୍ଣ ମାନବୀୟ ରୀତିନୀତିରେ ବାବା କପିଳେଶ୍ୱର ଓ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି । ସୀମିତ ସେବାୟତ ଓ ଭକ୍ତଙ୍କ ଉପସ୍ଥିତିରେ ଚାଲିଥିଲା ଦେବ ଦର୍ଶନ । ସେପଟେ ନିରାଡ଼ମ୍ବର ଭାବେ ସମ୍ପନ୍ନ ହୋଇଛି ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.