କୋରାପୁଟରେ ଆନ୍ଥ୍ରାକ୍ସ ଆତଙ୍କ

କୋରାପୁଟ : କୋରାପୁଟ ଉପର କୁଟିଙ୍ଗା ଗାଁରେ ଆନ୍ଥ୍ରାକ୍ସ ଆତଙ୍କ । ରୋଗର କାରଣ ଜାଣିବାକୁ ଅନୁଧ୍ୟାନ କରିଛନ୍ତି ବିଶେଷଜ୍ଞ ପଶୁ ଡାକ୍ତର ଦଳ । ଗତ ମାସ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇ ଉପର କୁଟିଙ୍ଗା ଗାଁରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା । କିଛି ଲୋକ ଏବେ ବି ଏହି ରୋଗରେ ଆକ୍ରାନ୍ତ ଅଛନ୍ତି । ଏହାର କାରଣ ଖୋଜିବା ପାଇଁ ୨ ଜଣିଆ ବିଶେଷଜ୍ଞ ଦଳ ଉପର କୁଟିଙ୍ଗା ଗାଁରେ ପହଂଚି ଅନୁଧ୍ୟାନ କରିଛନ୍ତି । ମୃତ ପଶୁ ଓ ପକ୍ଷୀର ମାଂସ ନଖାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like