IAS ସ୍ତରରେ ଛୋଟ ଧରଣର ଅଦଳ ବଦଳ, ଜାଣନ୍ତୁ କାହାକୁ କେଉଁ ଦାୟିତ୍ବ ମିଳିଲା

ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେଲେ ସତ୍ୟବ୍ରତ ସାହୁ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅଛନ୍ତି ସତ୍ୟବ୍ରତ ସାହୁ। ସ୍ୱତନ୍ତ୍ର ରିିଲିଫ କମିଶନର ଅଛନ୍ତି ସତ୍ୟବ୍ରତ ସାହୁ।  ଅତିରିକ୍ତ ଭାବେ ଜଙ୍ଗଲ ଓ ପରିବେଶ ବିଭାଗର ଦାୟିତ୍ୱ ତୁଲାଇବେ

କେନ୍ୟୁଜ୍(ବ୍ୟୁରୋ):  ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେଲେ ସତ୍ୟବ୍ରତ ସାହୁ। ସେ ବର୍ତ୍ତମାନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସହ ଅତିରିକ୍ତ ଭାବେ ଏସ୍‌ଆର୍‌ସି ଭାବେ ଦାୟିତ୍ୱରେ ଅଛନ୍ତି। ଏବେ ପୁଣି ଅତିରିକ୍ତ ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ସମ୍ଭାଳିବେ। ସେହିପରି ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଥିବା ଚିତ୍ରା ଅରୁମୁଗମଙ୍କୁ ଅତିରିକ୍ତ ଭାବେ ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି।

 

 

Leave A Reply

Your email address will not be published.