ପୁରୀ(କେନ୍ଯୁଜ୍): ଆଜି ରଥଯାତ୍ରା ଅବସରରେ ନିର୍ମାଣ ହୋଇଛି ସବୁଠୁ ଛୋଟ ବାଲୁକାକଳା। ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହାକୁ ନିର୍ମାଣ କରିଛନ୍ତି ।
୬.୨ ଫୁଟର ଏହି ବାଲୁକାକଳା। ପବିତ୍ର ରଥଯାତ୍ରା ଅବସରରେ ଏହି ବାଲୁକାକଳା ନିର୍ମାଣ କରି ରାଜ୍ୟବାସୀଙ୍କୁ ସେ ଶୁଭେଛା ଜଣାଇଛନ୍ତି।ସେହିପରି ଆଜି ରଥଯାତ୍ରାର ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିବା ଜଣାପଡିଛି ।