ଭଟ୍ଟାରିକାଙ୍କ ପୀଠରେ ଷୋଡଶ ଶାରଦୀୟ ପୂଜା ଉପଚାର ଆରମ୍ଭ, ୪୪ ଦିନ ଧରି ସୁନାବେଶରେ ସଜେଇ ହେବେ ମା’

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ଶକ୍ତି ପିଠ କଟକ ଜିଲ୍ଲା ବଡମ୍ବା ବ୍ଲକ ଦେବୀ ମା ଭଟ୍ଟାରିକା ପୀଠରେ ଷୋଡଶ ଶାରଦୀୟ ପୂଜା ଉପଚାର ଆରମ୍ଭ ହୋଇଯାଇଛି। ମାଙ୍କ ପୂଜାର ପ୍ରଥମ ପର୍ଯ୍ଯାୟ ଗୁରୁବାର ଅପରାହ୍ନରେ ସଶାଙ୍କ ଗ୍ରାମ ମାଲିସାହିଠାରୁ ମାଙ୍କ ଗନ୍ତା ଘରୁ ସେବାୟତ ମାନେ ଦେବୀଙ୍କ ଆୟୁଧ , ଖର୍ପର , ପୂଜାଘାଟ ଆଦି ଏକ ଶୋଭାଯାତ୍ରାରେ ଆଣି ମନ୍ଦିରରେ ବିଜେ କରାଇଛନ୍ତି ।

ମାଙ୍କ ଖଣ୍ଡା ପ୍ରବେଶ ପରେ ଆଜିଠାରୁ ୪୪ ଦିନ ଧରି ମାଙ୍କ ସୁନାବେଶ କରାଯାଇଥାଏ । କିନ୍ତୁ କୋବିଡି କଟକଣା ଯୋଙ୍ଗୁ ସୁନା ବେଶ ବନ୍ଦ କରାଯାଇଥିବାବେଳେ ଦେବତ୍ତର ଅଧିକାରୀ ତହସିଲଦାର ଆଣିଲି କୁମାର ପଟ୍ଟାନାୟକ ଙ୍କ ତାତ୍ଯାବଧାନରେ ଏହା ସୁରୁଖୁରୁରେ ସମାପନ ହୋଇଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.