ଚାକିରି ପାଇଁ ଅଭିନବ ପ୍ରତିବାଦ: ବିଧାନସଭା ଆଗରେ କାନ ଧରି ଆଣ୍ଠେଇଲେ ଶହ ଶହ ଯୁବକ

ଭୁବନେଶ୍ବର(କେନ୍ୟୁଜ୍): ଚାକିରି ପାଇଁ ଅଭିନବ ପ୍ରତିବାଦ। କାନ ଧରି ଆଣ୍ଠେଇ ବିଧାନସଭା ଆଗରେ ପ୍ରତିବାଦ। ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟମାନେ ପ୍ରତିବାଦ କରିଛନ୍ତି। ମୃତକଙ୍କ ସ୍ଥାନରେ ଚାକିରିରେ ଥଇଥାନ ଦାବିରେ ଆନ୍ଦୋଳନ କରିଛନ୍ତି। ଓଡ଼ିଶା ବେସାମପରିକ ସେବା- ପୁନଃ ଥଇଥାନ ସହାୟତା ନିୟମାବଳୀକୁ ବନ୍ଦ କରି ପୁରଣା ନିୟମରେ ପୁନଃ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ପୁନଃ ଥଇଥାନ ସହାୟତା ଆଶାୟୀ। ୧୦ ପ୍ରତିଶତ ସଂରକ୍ଷଣ ବଦଳରେ ୫୦ ପ୍ରତିଶତ ସଂରକ୍ଷଣରେ ସମସ୍ତ ଆବେଦନକାରୀଙ୍କୁ ନିଯୁକ୍ତି ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.