ମାଆକୁ ପିଟିପିଟି ହତ୍ୟା କଲା ପୁଅ

ଅନୁଗୁଳ : ସୈତାନ ପୁଅ। ମାଆକୁ ପିଟିପିଟି ହତ୍ୟା କଲା। ଅନୁଗୁଳ ଟାଉନ ଥାନା ଶୁଶୁଡ଼ା ଗାଁରେ ଅମାନୁଷିକ ଘଟଣା । ସୂଚନା ଅନୁସାରେ, ସୁସୁଡା ଗାଁର ସୁଧାକର ନାଏକଙ୍କ ପୁଅ ସରୋଜ ନାଏକ ମାଆ ଲତା ନାଏକଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପୁଅ ସରୋଜକୁ ଅଟକ ରଖି ପଚରାଉଚରା କରୁଛି ।

You might also like